ବଇନି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବହନି—ଅନ୍ୟରୂପ)

ଅନୁବାଦ ସମ୍ପାଦନା

[ବଉ(ହୁ)ନି—ଅନ୍ୟରୂପ]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୋଧନୀ=ଯାହା ମନୁଷ୍ୟକୁ ବା ବେପାରକୁ ନିଦରୁ ଉଠାଏ; ସଂସ୍କୃତ - ବର୍ଦ୍ଧନୀ=ବୃଦ୍ଧିକାରକ— ଯୋଗେଶ୍ଚନ୍ଦ୍ର; ଦିନର ପ୍ରଥମ ବିକ୍ରିରେ ଲବ୍ଧ ଧନଦ୍ୱାରା ସେ ଦିନର ଲାଭାଲଭ ନିୟନ୍ତ୍ରିତ ହୁଏ ବୋଲି ଲୋକବିଶ୍ୱାସ ଅଛି) ସମ୍ପାଦନା

ଦୋକାନରେ ଦିନ ମଧ୍ୟରେ ସର୍ବ ପ୍ରଥମେ ବିକ୍ରି ହେବା ପଣ୍ୟର ନଗଦ ମୂଲ୍ୟ ଗ୍ରହଣ —Taking cash for the first sale of a commodity in the shop for the day.

[ଦ୍ରଷ୍ଟବ୍ୟ —ଦୋକାନର କୌଣସି ସଉଦାର ପ୍ରଥମ ନଗଦ ବିକ୍ରିକୁ ଓ କୌଣସି ଦିନର ପ୍ରଥମ ନଗଦ ବିକ୍ରିକୁ ବଇନି ବୋଲାଯାଏ; ବଇନି ନ ହେବା ପର୍ଯ୍ୟନ୍ତ ଦୋକାନୀ କାହାକୁ କାଳିରେ ବା ଧାରରେ ସଉଦା ଦିଅନ୍ତି ନାହିଁ]