ଫେନିଳ
ବିଶେଷଣ [୧] ସମ୍ପାଦନା
- ସଂସ୍କୃତ,ଫେନ୍+ ଯୁକ୍ତାର୍ଥେ.ଇଳ
- ଫେନଳ- ଅନ୍ୟରୂପ
- ଫେନ(ଣ)ଯୁକ୍ତ ( Frothy; scummy )
- ଅରିଷ୍ଟବୃକ୍ଷ ଓ ଫଳ; ରିଠାଫଳ ( soap berry; soup nut; saponarious )
- ବରକୋଳି ( Jujuba zyzyphus )
- ମଦନ ଫଳ; ମହଣ ଫଳ ( the fruit of vangveria spinosa )
ଆଧାର ସମ୍ପାଦନା
- ↑ ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୫୬୫୭
ଫେନିଳ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ଫେନଳ—ଅନ୍ୟରୂପ)
ସଂସ୍କୃତ - ବିଣ—(ଫେନ+ଯୁକ୍ତାର୍ଥେ. ଇଳ) ସମ୍ପାଦନା
ଫେନଯୁକ୍ତ — Frothy; scummy.
ବିଶେଷ୍ୟ - ସମ୍ପାଦନା
- ୧. ଅରିଷ୍ଟ ବୃକ୍ଷ ଓ ଫଳ; ରିଠାଫଳ —୧. The soap- berry; soap-nut; Sapindus Saponarius.
- ୨. ବରକୋଳି —୨. Jujuba Zyzyphus.
- ୩. ମଦନ ଫଳ; ମହଣ ଫଳ — ୩. The fruit of Vangueria Spinosa.