ଫଳତଃ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - କ୍ରି.ବିଶେଷଣ - (ଫଳ+ତସ୍) ସମ୍ପାଦନା

୧. ଫଳରେ; ବସ୍ତୃତଃ; କାର୍ଯ୍ୟତଃ ୧. In effect; in reality.
୨. ଶେଷରେ —୨. In the end; ultimately.
୩. ପ୍ରକୃତରେ —୩. Virtually; indeed.