ଫର ଫନ୍ଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଫରଫନ୍ଦା, ଫରଫନ୍ଦି, ଫରଫନ୍ଦ, ଫରଫନ୍ଦା, ଫରିଫନ୍ଦି, ଫର୍ଫନ୍ଦ, ଫର୍ପନ୍ଦା, ଫର୍ଫନ୍ଦିଅନ୍ୟରୂପ

ଦେଶଜ - ବିଶେଷଣ - (ଆରବୀ - ଫନ୍ଦ, ଫନ=ଜାଲ) ସମ୍ପାଦନା

୧. ଉପାୟ — ୧. Means.
୨. ଆଶ୍ରୟ —୨. Shelter; refuge.
୩. ଜୀବିକା —୩. Livelihood.
୪. ଦାଉଁପେଚ; ଛଳ; କପଟ — ୪. Deceit.
୫. କୌଶଳ —୫. Stratagem.