ଫରକଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଫର୍କଟା, ଫର୍କଟିଆଅନ୍ୟରୂପ

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ପୃଥକ୍; ଆରବୀ - ଫର୍କ=ପୃଥକ୍) ସମ୍ପାଦନା

୧. ପରସ୍ପରଠାରୁ ଅଲଗା ହୋଇଥିବା — ୧. Seraparated; parted from each other.

ଫରକଟା ଗୋଡ଼େ ହୁଏ ପୁଣି ଠିଆ ରାଧାନାଥ. ଦରବାର

୨. ଦୁଇ ଶାଖା ବିସ୍ତୃତ ହୋଇ ପୃଥକ ହୋଇ ଯାଇଥିବା — ୨. Divergent; with the two ends diverging from each other.