ବିଶେଷ୍ୟ (ସଂସ୍କୃତ) ସମ୍ପାଦନା

  1. ପାର୍ଥକ୍ୟ; ବୈଲକ୍ଷଣ୍ୟ; ବିଭିନ୍ନତା; ବିଶେଷତ୍ଵ
  2. ବିକାଶ; ପ୍ରସ୍ଫୁଟନ; ଫୁଟିବା
  3. ବିଧି; ପ୍ରକାର; ରକମ
  4. ଭେଦ କରି ବାହାରିବା

ପ୍ରଭେଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ଭିଦ୍ ଧାତୁ=ଭେଦ କରିବା+ଭାବ. ଅ) ସମ୍ପାଦନା

୧. ପାର୍ଥକ୍ୟ; ବୈଲକ୍ଷଣ୍ୟ; ବିଭିନ୍ନତା; ବିଶେଷତ୍ୱ — ୧. Difference; distinction.
୨. ବିକାଶ; ପ୍ରସ୍ଫୁଟନ; ଫୁଟିବା — ୨. Blowing; opening.
୩. ବିଧି; ପ୍ରକାର; ରକମ — ୩. Kind; sort; manner.
୪. ଭେଦ କରି ବାହାରିବା —୪. Coming out of a thing by percing through it.