ପୌତ୍ରି କେୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରୋତ୍ରିକେୟା, ପୌତ୍ରିକେୟୀ ସ୍ତ୍ରୀ

ସଂସ୍କୃତ - ବିଶେଷ୍ୟ - ପୁଂ. (ପୁତ୍ରିକା+ ଅପତ୍ୟାର୍ଥେ. ଏୟ) ସମ୍ପାଦନା

୧. ଦୌହିତ୍ର; ଝିଅର ପୁଅ ନାତି — ୧. Daughter's son; grandson.
୨. ପୁତ୍ରିକା ପୁତ୍ର (ଦେଖ) - ୨. Putrikā putra (See)