ପୋଖତି ଶାଳ
(ପୋଖତି ଘର—ଅନ୍ୟରୂପ)
(ସଂସ୍କୃତ - ପ୍ରସୂତିଶାଳା) ଅନ୍ତୁଡୀଶାଳ; ଯେଉଁ ଘରେ ପ୍ରସୂତି ସନ୍ତାନ ପ୍ରସବ କରେ — Lying-in room.