ପେଟରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପେଟକ; ପିଟକ) ସମ୍ପାଦନା

୧. ପେଡ଼ି; ପେଡ଼ା; ବାଉଁଶ ବା ବେତନିର୍ମିତ ଆବରଣଯୁକ୍ତ ପେଡ଼ା —୧. A basket with a moving cover.
୨. ସିନ୍ଧୁକ; ବାକ୍ସ —୨. A trunk; a box.

ଦେଶଜ - ବିଶେଷଣ - ସମ୍ପାଦନା

ପେଟୁଆ (ଦେଖ) - —Peṭuā (See)