ପୂର୍ତ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପୂର୍ତ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ପୃ ଧାତୁ=ପୂରଣ କରିବା+କର୍ମ. ତ) ସମ୍ପାଦନା

୧. ପରିପୂରିତ — ୧. Filled up.
୨. ସମ୍ପୂର୍ଣ୍ଣ —୨. Complete; full.
୩. ଆଚ୍ଛାଦିତ —୩. Covered.
୪. ଆଚ୍ଛନ୍ନ; ଲୁକ୍କାୟିତ —୪. Concealed.
୫. ସମାପିତ —୫. Complete; finished.

ବିଶେଷ୍ୟ -(+ଭାବ. ତ) ସମ୍ପାଦନା

୧. ସାଧାରଣଙ୍କ ଉପକାରାର୍ଥ ପୁଷ୍କରିଣୀ ଓ କୂପ ଖନନାଦି ରୂପ କାର୍ଯ୍ୟ —୧. Public works; acts of public utility; such as digging of well and tanks, building of temples, planting of groves etc.
୨. ପାଳନ —୨. Nourishing; cherishing.
୩. ପୂରଣ —୩. Filling up.