ପୁରୀ
ଓଡ଼ିଆ ସମ୍ପାଦନା
ବିଶେଷ
- ବଙ୍ଗୋପସାଗର କୂଳରେ ଥିବା ଓଡ଼ିଶାର ଏକ ସହର ।ପୁରୀ
ଉଚ୍ଚାରଣ ସମ୍ପାଦନା
$1
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷ୍ୟ - (ପୂର+ ସ୍ତ୍ରୀ. ଈ) ସମ୍ପାଦନା
- ୧. ନଗର; ନଗରୀ — ୧. Town.
- ୨. ବାସସ୍ଥାନ; ଭବନ; ଗୃହ —୨. House; habitation.
- ୩. ଦେହ; ଶରୀର —୩. Body.
- ୪. ପ୍ରାସାଦ —୪. palace; building.
- ୫. ଦୁର୍ଗ —୫. Stronghold (Apte).
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. (ସଂସ୍କୃତ - ଜଗନ୍ନାଥ ପରୀ) ପୁରୁଷୋତ୍ତମ କ୍ଷେତ୍ର; ପୁରୀ ସହର ଓ ଜିଲ୍ଲା —୧. The district and town of Puri on the Orissa coast.
- ୨. ଦଶନାମୀ ସନ୍ନ୍ୟାସୀମାନଙ୍କର ଉପାଧିବିଶେଷ — ୨. A title of Daṡanāmī sannyāsis.
- ୩. ପୂରି (ଦେଖ) - —୩. Puri (See)