ପୁଥି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (ବାଲେଶ୍ୱର ଓ ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ପୁସ୍ତକ; ତୁଳ. ବଙ୍ଗାଳୀ - ପୁଁଥି) ସମ୍ପାଦନା

୧. ପୁସ୍ତକ —୧. Book.
୨. ପୋଥି —୨. Palmleaf manuscript.