ପୁଡ଼ୁକା
ପୁଡ଼ୁକା
ଉଚ୍ଚାରଣ
ସମ୍ପାଦନାପ୍ରାଦେଶିକ - (ଗଞ୍ଜାମ ଓ ଜୟପୁର) ବିଶେଷ୍ୟ -
ସମ୍ପାଦନାଛତୁ, ଚୂନା ମାଛ, କଖାରୁ ଡଙ୍କ ଆଦି ତେଲ ମସଲା ଲୁଣ ଗୋଳା ଯାଇ ଦହକ ନିଆଁରେ ପୋଡ଼ ଯିବା ପତର ପୁଡ଼ା; ପତର ପୋଡ଼ା — A small quantity of small fishes, tender leaves of some creepers, and mushroom dressed in red hot charcoal while enclosed in a packet of leaves.