ପୁଟି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ପୁଂଟି—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁଟ=ଥଳି) ସମ୍ପାଦନା

ଅନ୍ତ ବୁଜୁଳା — ୧. Eutrails; viscera.

୨. ଫୁସ୍ ପୁସ୍ ଯନ୍ତ୍ର —୨. lungs.
୩. ପଉଟି; କୋଡ଼ିଏ ଗଉଣି (ଶସ୍ୟ) — ୩. A measure of corn equal to ୨୦ Gauṇis.
୪. ସ୍ଥୁଳକାୟ ବ୍ୟକ୍ତିର ଶରୀରକୁ ଝୁଲୁଥିବା ମାଂସ ପିଣ୍ଡ ଚୟ — ୪. Folds of skin hanging or bulging out from the body of a fat man.
୫. (ସଂସ୍କୃତ - ପୃଷ୍ଠ) ଶଗଡ଼ ଚକର ପରିଧିରେ ଯୋଡ଼ା ହୋଇ— ଥିବା ବୃତ୍ତଖଣ୍ଡାକାର କାଷ୍ଠଖଣ୍ଡମାନ; ଶକଟ ଚକ୍ରର ଜ୍ୟା —୫. The arcs forming the rim of a cart-wheel.


୬. (ସଂସ୍କୃତ - ପ୍ରୋଷ୍ଠୀ) କେରାଣ୍ଡିମାଛ — ୬. A carp (fish)

ଅନୁବାଦ ସମ୍ପାଦନା

ପ୍ରାଦେଶିକ - (ସମ୍ୱଲପୁର). ବିଶେଷ୍ୟ - ସମ୍ପାଦନା

ପଇ; ପହି; ଶଗଡ଼ ଚକର ପରିଧିର କାଠ —The wooden rim of cart-wheel.

ପ୍ରାଦେଶିକ - (ଗଞ୍ଜାମ). ବିଶେଷ୍ୟ - ସମ୍ପାଦନା

କଟକୀ ୮ ସେରିଆ ନଉତିରେ ୫ ନୌତି ମାପର ପରିମାଣ —A measure of ୫ pots of capacity ୮ standard seers.