ପୁଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁତୁକା; ଉପୋଦିକା) ସମ୍ପାଦନା

୧. ପୋଇ (ଦେଖ) - —୧. Poi (See)
୨. (ସଂସ୍କୃତ - ପଦ) ଖଟର ପୁଆ; ଖଟଖୁରା —୨. Bed post.

ଭର ରସ୍ତୁ ହୋଇଅଛି ଆରି ପୁଇଁ ପ୍ରାଚୀ. ବ୍ରହ୍ମନିରୂପଣ ଗୀତା

ଦେଶଜ - ବିଶେଷଣ - ସମ୍ପାଦନା

ପୋଇ (ଦେଖ) - —Poi (See)

ପ୍ରାଦେଶିକ - (ସିଂହଭୁମି) ବିଶେଷ୍ୟ - ସମ୍ପାଦନା

ଢ଼ିଙ୍କିର ଅଖ — The axle of a Ḍhiṅki.