ପିପୋଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପିମ୍ପୋଲ, ପିପିଲଅନ୍ୟରୁପ

ଦେଶଜ - ବି—(ନାମ) ସମ୍ପାଦନା

ପୁରୀଜିଲ୍ଲାର ଗୋଟିଏ ଗ୍ରାମ — Pipli; a village in the district of Puri.

[ ଦ୍ର—ଏହା ଜଗନ୍ନାଥ ସଡ଼କ ଉପରେ ଏଠାରେ ଦରଜିମାନେ ସୁନ୍ଦର ଛୁଞ୍ଚିକାମର ବଟୁଆ, ତକିଆ ଖୋଳ, ଚାନ୍ଦୁଆ, ତୁଳାଭରା କୁର୍ତ୍ତା ଓ ସୁଜିନ ଆଦି କରନ୍ତି ଇଂରାଜୀ ନାମ ପିପ୍ଳି (Pipli) ଏଠାରେ ଥାନା, ସବ୍ରେଜେଷେଟର ଅଫିସ୍ ଓ ଖ୍ରୀଷ୍ଟାନ ପଡ଼ା ପ୍ରଭୃତି ଅଛି ]