ପାଳ କର୍ଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

ପାଳ ବା ନଈର ପଟୁ ଜମିରେ ଜନ୍ମିଥିବା କଲରା; ଟୁଷି କଲରା — Memordica fruits grown on silted river- bed lands.

[ଦ୍ରଷ୍ଟବ୍ୟ —ଏହା ଗୋଲ ଗୋଲ ଏବଂ ଛୋଟ; ସାଧାରଣ ଜମିରେ ଜନ୍ମୁଥିବା କଲରାଠାରୁ ଏହା ଅଧିକ ପିତା]