ପାପଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପପଟୀ) ସମ୍ପାଦନା

୧. ହିମାଳୟରେ ଉତ୍ପନ୍ନ କ୍ଷୁଦ୍ରଶାକ ବିଶେଷ —୧. Podophyllum Emodi; a medicinal plant.

[ଦ୍ରଷ୍ଟବ୍ୟ —ଏହାର ମୂଳରେ ରେଚକ ଔଷଧ ହୁଏ]

୨. ଘରପୋଡ଼ିଆ (ଦେଖ) - —୨. Gharapoṟḍ̠iā (See)

[[]] ୩ ପାପଡ଼ ]] ୧ (ଦେଖ) - —୩. Pāpaṟda ୧ (See)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

ଏକପ୍ରକାର ଲୁଣମାଛ — A kind of sea-fish.

[ଦ୍ରଷ୍ଟବ୍ୟ —ଏମାନେ ନଈ ମୁହାଣରେ ମିଳନ୍ତି]