ପାଦଚାରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପାଦଚାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପାଦ+ଚର ଧାତୁ+ଇନ୍; ୧ମା.୧ବ.) ସମ୍ପାଦନା

ଗୋଡ଼ରେ ବୁଲିବା (ବ୍ୟକ୍ତି); ଚାଲୁଥିବା — Going on food; walking.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଗୋଡ଼ରେ ଚାଲିବା ବ୍ୟକ୍ତି —୧. A pedestrian.

୨. ପଦାତିକ —୨. Food soldier.