ପାଣିହଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପାଣିହୁଳା—ଅନ୍ୟରୂପ)

  • (file)
  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଉଭୟଚର ବିଷାକ୍ତ ସର୍ପବିଶେଷ — A kind of poisonous amphibeous snake.

ପାଣି ହୁଳା ଧଣ୍ଡା ଚିତି ଆଦି ଏ ସାପ କହିଲେ ପଟ ଧରି କର୍ଣ୍ଣଙ୍କ ସମୀପ କୃଷ୍ଣସିଂହ. ମହାଭାରତ. କର୍ଣ୍ଣ

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

ତେଲୁଣିପୋକ — Gally worm.

ପ୍ରାଦେଶିକ - (ଗଞ୍ଜାମ; ଜୟପୁର; ବିଶାଖାପଟଣା) ସମ୍ପାଦନା

ମାଟିବିରାଡ଼ି ସାପ —A kind of novenemous brown coloured snake.