ପାଞ୍ଚ ମିଶାଳି ଶାଗ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (ବାଲେଶ୍ୱର) କି ସମ୍ପାଦନା

ନାନାପ୍ରକାର ଶାଗ ପତ୍ର ପ୍ରଭୃତି ମିଶାଇଲେ ଯାହା ହୁଏ — Pot herbs or kitchen-herbs consisting of the leaves of many plants.

[ଦ୍ରଷ୍ଟବ୍ୟ —ସାଧାରଣତଃ ଗରିବ ଲୋକ ଏହାକୁ ଖାଆନ୍ତି]