ପାଞ୍ଚଦଶ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପାଞ୍ଚଦଶୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ପଞ୍ଚଦଶ+ସମ୍ୱନ୍ଧାର୍ଥରେ. ଅ) ସମ୍ପାଦନା

୧. ପଞ୍ଚଦଶ ସମ୍ୱନ୍ଧୀୟ — ୧. Relating to the number fifteen.
୨. ପଞ୍ଚଦଶୀ ତିଥି ସମ୍ୱନ୍ଧୀୟ — ୨. Relating to the ୧୫th day of a lunar fortnight.

ଦେଶଜ - ବିଶେଷ୍ୟ - ଓବିଶେଷଣ - ସମ୍ପାଦନା

ପାଞ୍ଚରୁ ଅଧିକ ଓ ଦଶରୁ ଅନଧିକ — More than five and less than ten.