ପାଗିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପାଗେଇବା—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି—(ସଂସ୍କୃତ - ପାକ) ସମ୍ପାଦନା

୧. (ଅକର୍ମକ) ଖୁବ୍ ବର୍ଷା ପରେ କ୍ଷେତ୍ରରୁ ପାଣି ମରିଯାଇ ତାହା ଚାଷ ହେବାର ଓ ବୁଣା ହେବାର ଉପଯୁକ୍ତ ହେବା —୧. (a field) To become fit for ploughing and sowing seeds after a shower.
୨. (ଅକର୍ମକ) କଞ୍ଚା ନଡ଼ିଆ ଶୁଖାଯାଇ ବ୍ୟବହାର ବା ବାଣିଜ୍ୟ ପାଇଁ ଉପଯୁକ୍ତ ହେବା —୨. (cocoanut) To become fit for use.
୩. (ଅକର୍ମକ) କୌଣସି ଦ୍ରବ୍ୟକୁ ଅତିରିକ୍ତ ଜଳ ଶୁଖିଯିବାଦ୍ୱାରା ତାହା ବ୍ୟବହାର ଉପଯୋଗୀ ହେବା —୩. (any article) To become fit for use after the water in it has dired up.
୪. (ସକର୍ମକ) ଖଇ ଆଦିକୁ ଗୁଡ଼ ବା ଚିନିର ଶିରା ପୁଆଇବା — ୪. To season fried grains kin boliing syrup.

ପ୍ରାଦେଶିକ - (ବାଲେଶ୍ୱର)କ୍ରିୟାପଦ - ସମ୍ପାଦନା

(ଗାଈ) ବତରା ପଡ଼ିବା; ଋତୁମତୀ ହେବା —(a cow) To be in heat.