ପାଇଣ୍ଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା

ଗଞ୍ଜାମର ଓଡ଼ିଆ ଅସ୍ପୃଶ୍ୟ ଜାତିବିଶେଷ — A class of untouchable Orisa in Ganjam.

[ଦ୍ରଷ୍ଟବ୍ୟ —ଏମାନେ ଓଡ଼ିଶାର ପାଣ ଶ୍ରେଣୀର ଅଟନ୍ତି]

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

ଛଦାମଠାରୁ ଆହୁରି କମ୍ ମୂଲ୍ୟର ଧନର ପରିମାଣ —An amount less than ୧\୪ of a pice.