ପହଞ୍ଚାଇବା
ଓଡ଼ିଆ ସମ୍ପାଦନା
କ୍ରିୟା
- ଉଦାହରଣ: ଜିନିଷସବୁ ଯେଝା ଜାଗାରେ ନେଇ ପହଞ୍ଚାଇବା ଭାରି ପାରିବାର କାମ ।
ପ୍ରତିଶବ୍ଦ ସମ୍ପାଦନା
- ପହଞ୍ଚେଇବା
- ଢୁକେଇବା
- ହାବୁଡ଼େଇବା
- ଲଗେଇବା
ବିଶେଷ୍ୟ ସମ୍ପାଦନା
ପହଞ୍ଚପହଞ୍ଚାଇବା
ଉଚ୍ଚାରଣ ସମ୍ପାଦନା
$1
ଧ୍ୱନି (ମାନକ ଓଡ଼ିଆ) (file)
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
[ ପହୁଞ୍ଚା(ଞ୍ଚେ)ଇବା—ଅନ୍ୟରୂପ]
ଦେଶଜ - କ୍ରିୟାପଦ - (ସଂସ୍କୃତ - ପ୍ର+ଅଞ୍ଚ ଧାତୁ) ସମ୍ପାଦନା
ପହଞ୍ଚିବା କ୍ରିୟାର ଣିଜନ୍ତ ରୂପ —The causative form of pahan̄chibā
- ୧. ଉପସ୍ଥିତ କରାଇବା; ଉପନୀତ କରାଇବା — ୧. To cause to arrive at.
- ୨. ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବହି ନେବା — ୨. To convey or carry from one place to another place.
- ୩. (ଦୋଳିକୁ) ଝୁଲାଇବା — ୩. To rock (a swing).
(ଯଥା—ଦୋଳି ପହଞ୍ଚାଇବା, ପଇତା ପହଞ୍ଚାଇବ)
- ୪. ପଞ୍ଚାଇବା (ଦେଖ) - —୪. Pan̄chāibā (See)