ପଶାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ପଶିବା କ୍ରିୟାର ଣିଜନ୍ତରୂପ — ୧. The causative form of Paṡibā.
୨. ପୂରାଇବା; ପ୍ରବିଷ୍ଟ କରାଇବା — ୨. To cause to enter to thrust.
୩. କୋଡ଼ି କାଙ୍କ ଆଦିର ପଶାରେ ଆଘାତ କରିବା — ୩. To strike with the hundle of a spade.

ପ୍ରାଦେଶିକ - (ଲରିଆ)କ୍ରିୟାପଦ - ସମ୍ପାଦନା

ଭାତ ଗାଳିବା —To press out water from the boiled rice in the cooking pot.