ପରିତ୍ୟଜନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପରିତ୍ୟାଜନ—ଅନ୍ୟରୂପ—ହିନ୍ଦୀ - ଶ.)

=== ସଂସ୍କୃତ - ବିଶେଷ୍ୟ - (ପରି+ତ୍ୟଜ୍ ଧାତୁ=ତ୍ୟାଗ କରିବା+ଭାବଅନ)

୧. ବର୍ଜନ; ପରିତ୍ୟାଗ — ୧. Abandonment.
୨. ସଙ୍ଗ ତ୍ୟାଗ —୨. Shunning one's society.
୩. ଅଭ୍ୟାସାଦିର ତ୍ୟାଗ —୩. Giving up of a habit.