ପରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

=== ସଂସ୍କୃତ - ଅ. (ଉପସର୍ଗ) (ପୃ ଧାତୁ=ପୂର୍ଣ୍ଣ କରିବା+କର୍ତ୍ତୃ. ଇ; ଯାହା ଧାତୁର ପୂର୍ବରେ ବସି ଅର୍ଥ ପୂରଣ କରେ) — A prefix used in the following senses.

୧. ସମ୍ପୂର୍ଣ୍ଣ ରୂପେ; ସର୍ବତୋଭାବରେ — ୧. Completely.

ଯଥା—ପରିଚ୍ଛଦ; ପରିଣୟ, ପରିତ୍ୟାଗ

୨. ଚତୁର୍ଦ୍ଦିଗରେ —୨. On all sides; around.

ଯଥା—ପରିକ୍ରମା, ପରିକ୍ଷିପ୍ତ, ପରିବ୍ୟପ୍ତ

୩. ଅତିଶୟ; ଅତ୍ୟନ୍ତ —୩. Very much.

ଯଥା—ପରିସ୍ନାନ, ପରିଶ୍ରମ, ପରିକୃଶ

୪. କ୍ରମଶଃ; ବାରମ୍ୱାର —୪. Repeatedly; gradually.

ଯଥା—ପରିଚ୍ଛଦ; ପରିବେଷଣ

୫. ଭାଗ —୫. Part.
୬. ଦୋଷ କୀର୍ତ୍ତନ —୬. Speaking evil of others.

ଯଥା—ପରିବାଦ, ପରିପନ୍ଥୀ, ପରିଭାଷଣ

୭. ଶେଷ —୭. End.

ଯଥା—ପରିପାକ

୮. ପ୍ରସାଧନ; ଭୂଷଣ —୮. Decoration.

ଯଥା—ପରିକର୍ମ

୯. ଶୋକ —୯. Sorrow.

ଯଥା—ପରିଦେବନ

୧. ପୂଜା —୧୦. Worship.

ଯଥା—ପରିଚର୍ଯ୍ୟା

୧୧. ଚିହ୍ନ; ସଙ୍କେତ —୧୧. Sign; indication.

ଯଥା—ପରିଭାଷା

୧୨. ସମ୍ୟକ୍; ବିଶେଷ ଭାବରେ —୧୨. Greatly.

ଯଥା—ପରିତାପ, ପରିପୂର୍ଣ୍ଣ, ପରିଗଣନ

୧୩. ବ୍ୟାପ୍ତି —୧୩. Diffusion.

ଯଥା—ପରିସର

୧୪. ସର୍ବତ୍ର —୧୪. At all places.

ଯଥା—ପରିପ୍ଳୁତ

୫. ବୀପ୍ସା —୧୫. Repetition.

ଯଥା—ପରିହାସ

୧୬. ବର୍ଜନ; ତ୍ୟାଗ —୧୬. Abandonment.

ଯଥା—ପରିହାର

୧୭. ଆଲିଙ୍ଗନ —୧୭. Embracing.

ଯଥା—ପରିରମ୍ଭ

୧୮. ନିରସନ —୧୮. Refutation.
୧୯. ଗାଢ଼ —୧୯. Deep.

ଯଥା—ପରିଷ୍ୱଙ୍ଗ

୨. ଅଭିମୂଖ —୨୦. Facing.

ଯଥା—ପରିଗ୍ରାମ

୨୧. ବ୍ୟାଧି —୨୧. Sickness.
୨୨. ସହ; ପଶ୍ଚାତ୍ —୨୨. With; after.

ଯଥା—ପରିଚର

୨୩. ପ୍ରତି ବଦଳ —୨୩. Exchange.

ଯଥା—ପରିଦାନ, ପରିଶୋଧ

୨୪. କ୍ଷୁଦ୍ର —୨୪. Small.

ଯଥା—ପରିକଥା

୨୫. ପୂନର୍ବାର —୨୫. Again.

ଯଥା—ପରିକ୍ରୟ

୨୬. ଉପରି —୨୬. Above. over.

ଯଥା—ପରିକେଶ; ପରିଘୋଷ

୨୭. ନିବୃତ୍ତ —୨୭. Cessation.


ଯଥା—ପରିକାଙ୍କ୍ଷିତ

୨୮. ସର୍ବାଙ୍ଗରେ —୨୮. In all limbs; throughout the whole body.

ଯଥା—ପରିକ୍ଷିତ

୨୯. ପୂର୍ବରୁ —୨୯. Before.

ଯଥା—ପରିବେତ୍ତା, ପରିବେଦନ

୩. ଏକତ୍ର —୩୦. Together.

ଯଥା—ପରିଷଦ୍

୩୧. ନିୟମ; କ୍ରମ —୩୧. Succession.

ଯଥା—ପରିଚ୍ଛେଦ

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପରେ ଦ୍ୟୁ) ସମ୍ପାଦନା

୧. ପଅର ଦିନ; ଗତ କାଲିର ପୂର୍ବଦିନ —୧. Day before yesterday.
୨. ଆସନ୍ତା କାଲିର ପରଦିନ — ୨. Day after tomorrow.

ଯଥା—ସେ କାଲି ପରି ଆସି ପହଞ୍ଚିବେ

(ପରିଆ—ଅନାଦରାର୍ଥକ)

୩. (ଆଦରାର୍ଥକ) ପରମାନନ୍ଦର ଡାକନାମ — ୩. A name for calling Paramānanda.

ପ୍ରାଦେଶିକ - (ସମ୍ୱଲପୁର, ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ପଡ଼ି; ହଳିଆକୁ ଘରେ ଖାଇବାକୁ ନ ଦେଇ ଖାଇବା ପାଇଁ ମାସ ହିସାବରେ ଦିଆଯିବା ଧାନ —Paddy given to one's ploughman in lieu of food.

ଅନୁବାଦ ସମ୍ପାଦନା

ଦେଶଜ - ଅ ସମ୍ପାଦନା

୧. (ସଂସ୍କୃତ - ପ୍ରାୟ) ପରା; ସମାନ; ପ୍ରାଏ; ତୁଲ୍ୟ; ସଦୃଶ୍ୟ —୧. Like.

ଗତାଳସ ନାଟପଟୁ ଖଞ୍ଜରୀଟ ପରି କି ଆସିଲା ଉଡ଼ି କବିସୂର୍ଯ୍ୟ. କିଶୋରୀ ଚମ୍ପୂ ଗ ଗୀତ

ଅନୁବାଦ ସମ୍ପାଦନା

୨. (ପଦ୍ୟ) (ସଂସ୍କୃତ - ଉପରି)—ଉପରେ — ୨. Over; on.

ସହନେ ଦୟାଳୁ ଗୁଣ ପରିପାଳୁ ମୋହପରି ନିଧୂବନେ—କବିସୂର୍ଯ୍ୟ. ସଙ୍ଗୀତ

ଅନୁବାଦ ସମ୍ପାଦନା

୩. (ସଂସ୍କୃତ - ପ୍ରକାର) (କ୍ରିୟା ସଙ୍ଗେ ଲାଗେ) ପ୍ରକାରେ; ଅନୁସାରେ —୩. According to.

ବୋଲିବା ପରି ହେ ତିଆରି ହେଲା ରଥ, ବସ ଯାଇ ତୁମ୍ଭେ ତହିଁରେ ମହାରଥ କୃଷ୍ଣସିଂହ. ମହାଭାରତ ଦ୍ରୋଣ