ପରସ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରସ୍ଥ=ବିସ୍ତାର; ସଂପର୍କ; ସଂସ୍କୃତ - ପ୍ରସ୍ତର=ପତ୍ର ଶଯ୍ୟା) ସମ୍ପାଦନା

୧. ପ୍ରସ୍ତ; ସ୍ତର —୧. Layer.
୨. ବାର; ଥର —୨. Time.
୩. ଭାଙ୍ଗ —୩. Fold; plait.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

ଖଞ୍ଜା; ଅଗଣା୩ — Courtyard.