ପତର ଗୋଟାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ଜାଳ କରିବା ପାଇଁ ଗଛରୁ ଝଡ଼ିଥିବା ଶୁଖିଲା ପତ୍ରମାନ ଓଳାଇ କରି ସଂଗ୍ରହ କରିବା —To gather the fallen leaves which have dropped from trees for the purpose of fuel.