ବିଶେଷ୍ୟ (ଦେଶଜ) ସମ୍ପାଦନା

  • ପଟାଦ୍ଵାରା ଏକପ୍ରକାର ଖେଳ
  • କଟକ ଜିଲ୍ଲାର ଗୋଟିଏ ଲାଖରାଜ କିଲ୍ଲା
  • ଏକ ପ୍ରକାର ମୋଟ ଧାନ

ବିଶେଷଣ (ଦେଶଜ) ସମ୍ପାଦନା

  • ଯେ ପକ୍ଷ ନିଏ
  • ସହାୟକ
  • ପାର୍ଶ୍ଵରେ ଥିବା
  • ପଟିକିଆ

ବିଶେଷ୍ୟ (ସମ୍ବଲପୁର) (ପ୍ରାଦେଶିକ) ସମ୍ପାଦନା

  • ଚଟେଇ ; ମଶିଣା
  • ଖଜୁରି ପଟି
  • ଚଞ୍ଚଡା; ତଲେଇ

ବିଶେଷ୍ୟ (ବଲେଶ୍ଵର) (ପ୍ରାଦେଶିକ) ସମ୍ପାଦନା

  • ପଟତନ ଡ଼ଙ୍ଗାପଟିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ପଟାଦ୍ୱାରା ଏକପ୍ରକାର ଖେଳ — A kind of game with bats or foils


୨. କଟକ ଜିଲ୍ଲାର ଗୋଟିଏ ଲାଖରାଜ କିଲ୍ଲା — ୨. Name of a revenue-free estate in the Cuttack district.
୩. ଏକପ୍ରକାର ମୋଟ ଧାନ — ୩. Name of a coarse kind of paddy.

ଦେଶଜ - ବିଶେଷଣ - ସମ୍ପାଦନା

୧. ଯେ ପକ୍ଷ ନିଏ — ୧. Partisan; siding with one party.
୨. ସହାୟକ — ୨. Supporting; helping; propping up.
୩. ପାର୍ଶ୍ୱରେ ଥିବା —୩. Pertaining to a side.

[ ଦ୍ର—ଏହା ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ଯଥା—କଡ଼ପଟିଆ; ପଛପଟିଆ; ଡାହାଣପଟିଆ]

୪. ପଟିକିଆ (ଦେଖ) - —୪. Paṭikiā (See)

ପ୍ରାଦେଶିକ - (ସମ୍ୱଲପୁର). ବିଶେଷ୍ୟ - (ସଂସ୍କୃତ - ପଟ) ସମ୍ପାଦନା

(ପଟିୟା—ଅନ୍ୟରୂପ)

୧. ଚଟେଇ; ମଶିଣା — ୧. Mat.
୨. ଖଜୁରି ପଟି —୨. Mat made of date leaves.
୩. ଚାଞ୍ଚଡ଼ା; ତଳେଇ —୩. Bamboo- matting.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

ପଟତନ ଡଙ୍ଗା —A boat floored with wooden planks.