ପଛୁଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

୧. ପଶ୍ଚାଦ୍ୱର୍ତ୍ତୀ — ୧. Backward.
୨. ପଶ୍ଚାତ୍ ଆଗତ —୨. Arrived later.
୩. ଯେ ପଛଘୁଞ୍ଚା ଦିଏ — ୩. One who moves backward.
୪. ସେ ସବୁ କାର୍ଯ୍ୟ ସମସ୍ତଙ୍କ ପଛରେ କରେ; ଅଳସୁଆ — ୪. Lazy; laggard.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ଅନୁଚର; ଭୃତ୍ୟ — Attendant; retinue.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ମଞ୍ଚା ଉପରେ ବାଣୁଆକୁ ସାହାଯ୍ୟ କରିବାପାଇଁ ଓ ବିପଦବେଳେ ଗୁଳି ଆଦି ଚଳାଇବା ସକାଶେ ସମର୍ଥ ଅର୍ଦ୍ଦଳିବିଶେଷ —An orderly to help the hunter on the man̄chā.

ପ୍ରାଦେଶିକ - (ଗଡ଼ଜାତ)ବିଶେଷଣ - ସମ୍ପାଦନା

ଯେ ବିଳମ୍ୱରେ ଶେଯରୁ ଉଠେ — Rising from bed late in the morning.