ପଖାହାଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ପିଠି ଓ ପେଟ ମଧ୍ୟରେ ଥିବା ହାଡ଼ — Ribs.

ହାତୀ ଘୋଡ଼ା ପଦାତି ଭଡ଼ଭାଡ଼, ନ ରଖିଲେ କେହି ଗୋଟିଏ ପଖା ହାଡ଼ କୃଷ୍ଣସିଂହ ମହାଭାରତ କର୍ଣ୍ଣ