ପକ୍ୱା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(କଚ୍ଚା—ବିପରୀତ)

ଦେଶଜ - ବିଶେଷଣ - ସଂସ୍କୃତ - ପକ୍ୱ ସମ୍ପାଦନା

୧. ଚିରସ୍ଥାୟୀ; ସ୍ଥାୟୀ — ୧. Permanent.
୨. ମଜଭୂତ୍ —୨. Strong.
୩. ଚୂନ ଗାନ୍ଥିନିରେ ତିଆରି — ୩. Made with lime masonry.
୪. ଘୃତପକ୍ୱ —୪. Fried in ghee.
୫. ନିପୁଣ; ଚତୁର —୫. Clever; skilful.
୬. ଦେଶଜାତ ବସ୍ତୁରୁ କୌଶଳ ପ୍ରୟୋଗପୂର୍ବକ ନିର୍ମିତ — ୬. Manufactured from raw articles.
୭. ଚାକିରିରେ ସ୍ଥାୟୀ ଭାବରେ ନିଯୁକ୍ତି — ୭. Confirmed in a service.