ପକେଟ୍କଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ପକେଟ୍ ମାରୁ, ପକେଟ୍ ଚୋର, ପକେଟ୍ ମାର୍—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. କୌଣସି ବ୍ୟକ୍ତିର ପିନ୍ଧିଥିବା ଜାମାର ପକେଟରୁ କୌଶଳ କ୍ରମେ କୌଣସି ଦ୍ରବ୍ୟ ଚୋରି କରିବା ଚୋର —୧. A pickpocket.
୨. ପକେଟରୁ କୌଶଳ ପୂର୍ବକ ଚୋରି କରିବା — ୨. Pick pocketing.