ପଏଣ୍ଟର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପଏଣ୍ଟର) ସମ୍ପାଦନା

୧. ଏକପ୍ରକାର ଶିକାରୀ ଛୋଟ ବିଲାତି କୁକୁର —୧. A pointer (dog).
୨. ଯହିଁରେ କୌଣସି ସ୍ଥାନ ବା ବସ୍ତୁନିର୍ଦ୍ଦେଶ କାରଯାଏ — ୨. Pointer; a pointing stick.