ନିଲାମ ଖରିଦି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ନିଲାମ ଖରିଦ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (କଚରିଆ) (ଆରବୀ - ନିଲାମ ଓ ଫାରାସୀ - ଖରୀଦ୍) ସମ୍ପାଦନା

କୌଣସି ସମ୍ପତ୍ତିକୁ ନିଲାମ ରୀତିରେ କିଣିବା — Auction-purchase.

ବିଶେଷଣ - ସମ୍ପାଦନା

ନିଲାମ ରୀତିରେ କିଣା ଯାଇଥିବା (ସମ୍ପତ୍ତି) —Purchased at auction.