ନିଲାମଦାର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷଣ - (କଚିରିଆ) (ଆରବୀ - ନିଲାମ ଓ ଫାରାସୀ - ଦାର୍) ସମ୍ପାଦନା

୧. ନିଲାମ ଖରିଦଦାର (ଦେଖ) - ୧. Nilāma kharidadaāra (See)
୨. ଯେଉଁ ବ୍ୟକ୍ତି କୌଣସି ସମ୍ପତ୍ତକୁ ନିଲାମ ରୀତିରେ ବିକ୍ରୟ କରେ —୨. Auctioneer.
୩. ଯେଉଁ ବ୍ୟକ୍ତି ଆପଣାର ପ୍ରାପ୍ୟ ପାଇବା ପାଇଁ ଦେଣଦାରର ସମ୍ପତ୍ତିକୁ ନିଲାମ ଉଠାଏ — ୩. One who bring the property of his debtor to auction sale to satisfy his dues.