ନିରାହାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନିରାହାରୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ବହୁବ୍ରୀହ; ନିର୍+ଆହାର) ସମ୍ପାଦନା

ଅନାହାରୀ ଉପବାସୀ — Fasting; abstaining from food.


(ନିରାହାରତା—ବି)

ବିଶେଷ୍ୟ - ସମ୍ପାଦନା

୧. ଭୋଦନାଭାବ; ଉପବାସ — ୧. Starvation; fasting; want of food.
୨. ଲଙ୍ଘନ —୨. Abstaning from food.