ନିରଶନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନିରଶନା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ନିର୍=ନାହିଁ+ଅଶନ=ଭୋଜନ) ସମ୍ପାଦନା

ଅନଶନାବସ୍ଥା —Fasting; starvation; abstinence.

ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି) ସମ୍ପାଦନା

୧. ଯେ ଭୋଜନ କରି ନାହିଁ ; ନିରାହାର —୧. Going without food; fasting.
୨. ସଂଯତାହାର —୨. Abstaining from food.