ନିକିଟି ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ନେହୁରା ହେବା; ସବିନୟ ପ୍ରାର୍ଥନା କରିବା —To supplicate; to humbly pray for something; to ask for something with great humility.

କେତେ ଯୋଦ୍ଧା ବାଳ ଫିଟାଇ ପଳାଇଲେ କେତେ କୁଟା ଧରିଣ ଦାନ୍ତ ନିକୁଟିଲେ କୃଷ୍ଣସିଂହ. ମହାଭାରତ ଦ୍ରୋଣ