ନାବିକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ନୌ+ଜୀବିକା ଅର୍ଥରେ ଇକ) ସମ୍ପାଦନା

୧. ନୌଚାଳକ; ନାଉରୀ; ମାଝୀ; ନୌଜୀବୀ — ୧. Boatman; sailor; navigator.
୨. କର୍ଣ୍ଣଧାର —୨. Helmsman.
୩. ନୌଯାତ୍ରୀ —୩. The passenger on board a ship (Apte)

ସଂସ୍କୃତ - ବିଶେଷଣ - ସମ୍ପାଦନା

ନୌକାସଂକ୍ରାନ୍ତ —Naval.