ନଙ୍ଗା
ନଙ୍ଗା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
[ନଂଗା—ଅନ୍ୟରୂପ]
ଦେଶଜ - ବିଶେଷଣ - ସମ୍ପାଦନା
- ୧. (ହିନ୍ଦୀରୁ ଅନୁକୃତ; ତୁଳ. ସଂସ୍କୃତ - ନଗ୍ନ; ପ୍ରା. ଣଗ୍ଗଳ)—ଲଂଘା; ଉନ୍ମୁକ୍ତ — ୧. Open; drawn (sword); unsheathed.
(ଯଥା—ନଘାଂ ତରବାରୀ )
- ୨. (ସଂସ୍କୃତ - ଲମ୍ୱ) ଲମ୍ୱା —୨. Long.
(ଯଥା—ମାଡ ମାରି ତତେ ନଘାଂ କରି ଶୁଆଇ ଦେବି )
- ୩. (ସଂସ୍କୃତ - ଲଂଘନ) ଉପବାସ କରିଥିବା — ୩. Fasting; famished.