ନଗାପତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ପୁଂ. (୬ଷ୍ଠୀ ତତ୍; ନଗ+ପତି) ସମ୍ପାଦନା

୧. ଅତ୍ୟୁଚ୍ଚ ପର୍ବତ; ବଡ଼ ପର୍ବତ — ୧. A big mountain.
୨. ହିମାଳୟ ପର୍ବତ —୨. The Himalayas
୩. ଚନ୍ଦ୍ର —୩. The moon.
୪. କୌଳାଶ ପତି; ଶିବ —୪. Name of Ṡiba.
୫. ସୁମେରୁ ପର୍ବତ (ହିନ୍ଦୀ - ଶଦ୍ଦସାଗର) — ୫. The mythological Sumeru mountain.