ନଗରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନଗର+ବିଶିଷ୍ଟାର୍ଥେର ବା ସ୍ୱାର୍ଥରେ ଈ) ସମ୍ପାଦନା

୧. ବଡ଼ ସହର; ବିଶିଷ୍ଟ ସହର — ୧. A big town; a city.
୨. ନାଗରିକ ବ୍ୟକ୍ତି —୨. Townsman; citizen.