ନଖ ବାଳ ଛାଡ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

[ନଖବାଳ ବଢ଼ା(ଢ଼େ)ଇବା—ଅନ୍ୟରୂପ]

ଦେଶଜ - କ୍ରିୟାପଦ - ସମ୍ପାଦନା

କୌଣସି ଦେବତାଙ୍କଠାରେ ମାନସିକ କରି ବହୁକାଳ ନଖ ଓ ବାଳ ନ କଟାଇବା —To let one's hair and nails grow for a long time (in connection with some religious vow).

ନଖ ବାଳ ଛାଡ଼ି କଲୁଏ କେତେ ଯୋଗୀ ହେଲେଣି—ଢଗ