ନଉସନ୍ଧା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

===ଗ୍ରାମ୍ୟ - ବିଶେଷଣ - (ଫାରାସୀ - ନବୀସିନ୍ଦାହ୍= ଲେଖକ);

(ଫଳିତିର୍ଥ) ନିପୁଣ; ଚତୁର —Skilful; clever.

=== ଗ୍ରାମ୍ୟ - (ବୈଦେଶିକ - ) ବିଶେଷ୍ୟ - (କଚିରିଆ; ଫାରାସୀ - ନବୀସ୍; ନବୀ— ସିନ୍ଦାହ୍)

ଦଲିଲର ଲେଖକ —The scribe or write of a document.