ନଅର ଦାରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - ସ୍ତ୍ରୀ ସମ୍ପାଦନା

ରାଜାଙ୍କ ରକ୍ଷିତା ବେଶ୍ୟା ବା ନର୍ତ୍ତକୀ — A dancing girl or prostitue in the keeping of a Raja.

ନଅରଦାରୀ ଦାଣ୍ଡରେ ବୁଲେ ରାଜା ବିଜେ କଲେ (ଦଣ୍ଡ) କବାଟ ପଡ଼େ—ଢଗ