ନଅଟା ଛଅଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଅନେକ, ବହୁସଂଖ୍ୟକ — ୧. Many.
୨. ପ୍ରୟୋଜନାଧିକ — ୨. More than enough.

(ଯଥା—ମୋର କଅଣ ନଅଟା ଛଅଟା ପୁଅ ଅଛନ୍ତି ଯେ, ମୁଁ ନେଇ ୟା ତାଠେଇଁ ପୋଷାପୁଅ ଗୁଞ୍ଜି ଦେବି)