ଧୂସରୀ

ଉଚ୍ଚାରଣ

ସମ୍ପାଦନା

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ -

ସମ୍ପାଦନା

ଏକପ୍ରକାର ଧାନ — A species of paddy.

ସଂସ୍କୃତ - ବିଶେଷଣ -

ସମ୍ପାଦନା

'ଧୁସରା'ର ସ୍ତ୍ରୀଲିଙ୍ଗ — Feminine of Dhūsarā.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

ସମ୍ପାଦନା

କିନ୍ନରୀବଷେଶ (ହିନ୍ଦୀ - ଶବ୍ଦସାଗର) — Name of a Kinnarī.